ବାୟୁସେନାର ଶକ୍ତି ବଢ଼ିଲା, ସାମିଲ ହେଲା ୮ ଆପାଚି ହେଲିକପ୍ଟର

ପଠାନକୋଟ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ‌ହୋଇଛି। ବାୟୁସେନାର ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ଆମେରିକା ନିର୍ମିତ ୮ଟି ଆପାଚି ଏଏଚ୍‌-୬୪ଇ ଆଟାକ୍‌ ହେଲିକପ୍ଟର ଆଜି ବାୟୁସେନାରେ ସାମିଲ ହୋଇଛି। ପଠାନକୋଟ ସେନା ଘାଟିରେ ଆଜି ବାୟୁସେନାରେ ଏହି ଆପାଚି ହେଲିକପ୍ଟର ସାମିଲ୍‌ କାର୍ଯ୍ୟକ୍ରମ‌ରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଧନୋଆ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିର ହେଲିକପ୍ଟର କ୍ରୟ ଦ୍ୱାରା ଭାରତୀୟ ବାୟୁସେନା ଆହୁରି … Continue reading ବାୟୁସେନାର ଶକ୍ତି ବଢ଼ିଲା, ସାମିଲ ହେଲା ୮ ଆପାଚି ହେଲିକପ୍ଟର